ଅର୍ଥ : ଏକ ବର୍ଣ୍ଣବୃତ
							ଉଦାହରଣ : 
							ବିଦ୍ୟୁଲ୍ଲେଖାର ପ୍ରତ୍ୟେକ ଚରଣରେ ଦୁଇ ମଗଣ ଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିଜୁଳିର ଚମକ
							ଉଦାହରଣ : 
							ବିଦ୍ୟୁତ୍ପ୍ରଭାରୁ ଆଖିଗୁଡ଼ିକ ଚମକିତ ହୋଇଗଲା
							
ସମକକ୍ଷ : ବିଦ୍ୟୁତ୍ପ୍ରଭା, ବିଦ୍ୟୁଲ୍ଲତା
ଅନ୍ୟ ଭାଷାରେ ଅନୁବାଦ :
Abrupt electric discharge from cloud to cloud or from cloud to earth accompanied by the emission of light.
lightning