ଅର୍ଥ : ନିୟମର ପାଳନ
							ଉଦାହରଣ : 
							ନିୟମ ପାଳନଦ୍ୱାରା ସମାଜରେ ସ୍ଥିରତା ରହେ ଏବଂ ସମାଜ ଉନ୍ନତ ମାର୍ଗରେ ଅଗ୍ରସର ହୋଇଥାଏ
							
ସମକକ୍ଷ : ନିଷ୍ଠା ପାଳନ, ନିୟମ ପାଳନ, ନୀତି ନିୟମ ପାଳନ
ଅନ୍ୟ ଭାଷାରେ ଅନୁବାଦ :
नियमों का पालन।
नियम-पालन द्वारा समाज में स्थिरता बनी रहती है और समाज उन्नति के मार्ग पर अग्रसर होता है।