ଅର୍ଥ : ବିନାଶ କରୁଥିବା ବ୍ୟକ୍ତି
							ଉଦାହରଣ : 
							ଭଗବାନ ଶଙ୍କରଙ୍କୁ ସୃଷ୍ଟିର ବିନାଶକ କୁହାଯାଏ
							
ସମକକ୍ଷ : ଧ୍ୱଂସକର୍ତ୍ତା, ନାଶକ, ବିନାଶକ, ସଂହାରକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ନଷ୍ଟ ହୋଇଯାଏ
							ଉଦାହରଣ : 
							ଏ ଶରୀର ନଶ୍ୱର
							
ସମକକ୍ଷ : କ୍ଷଣସ୍ଥାୟୀ, ନଶ୍ୱର, ଭଙ୍ଗୁର, ମୃତ୍ୟୁଶୀଳ
ଅନ୍ୟ ଭାଷାରେ ଅନୁବାଦ :