ଅର୍ଥ : ସଂଙ୍କଟ ବା ବିପତ୍ତିର ସମୟ
							ଉଦାହରଣ : 
							ବିପଦ କାଳରେ ହିଁ ହିତୈଷୀମାନଙ୍କ ପରୀକ୍ଷା ହୋଇଥାଏ
							
ସମକକ୍ଷ : ଆପଦ କାଳ, ବିପତ୍ତି କାଳ, ସଂକଟକାଳ
ଅନ୍ୟ ଭାଷାରେ ଅନୁବାଦ :
A state of extreme (usually irremediable) ruin and misfortune.
Lack of funds has resulted in a catastrophe for our school system.