ଅର୍ଥ : ଯେଉଁ ବିଷୟରେ ବିବାଦ ହୁଏ
							ଉଦାହରଣ : 
							ଦୁଇ ପକ୍ଷ ବିବାଦିତ ସମସ୍ୟା ଉପରେ ବୁଝାମଣା କରିନେଲେ
							
ସମକକ୍ଷ : ବିବାଦପୂର୍ଣ୍ଣ, ବିବାଦିତ, ବିବାଦୀୟ
ଅନ୍ୟ ଭାଷାରେ ଅନୁବାଦ :
जिसके विषय में विवाद हो।
दोनों पक्षों ने विवादित मसले पर समझौता कर लिया।Subject to disagreement and debate.
disputed