ଅର୍ଥ : କ୍ରୋଧିତ ବା କ୍ଷୁଣ୍ଣହୋଇ କହିବା
							ଉଦାହରଣ : 
							କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କୁ ନପାଇ ଅଧିକାରୀ ବିରକ୍ତହେଲେ
							
ସମକକ୍ଷ : ଅସନ୍ତୁଷ୍ଟହେବା, ଚିଡ଼ିଯିବା, ବିଗିଡ଼ିବା, ରାଗିଯିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାକୁ ହଇରାଣ କରିବା
							ଉଦାହରଣ : 
							କୃଷ୍ଣ ଗୋପୀମାନଙ୍କୁ ବିରକ୍ତ କରାଉଥିଲେ
							
ସମକକ୍ଷ : ଚିଡ଼ାଇବା, ହାସ୍ୟ ରସ କରିବା
ଅନ୍ୟ ଭାଷାରେ ଅନୁବାଦ :