ଅର୍ଥ : ଏଭଳି ସ୍ଥିତି ଯେତେବେଳେ ନିତମ୍ବ ଗୋଡ଼ର ଆଶ୍ରୟ ଛାଡ଼ି ଅନ୍ୟ କୌଣସି ଆଧାର ଉପରେ ଥାଏ
							ଉଦାହରଣ : 
							ଅତିଥି ବୈଠକଖାନାରେ ବସିଛନ୍ତି
							
ସମକକ୍ଷ : ଆସନ ଗ୍ରହଣ କରିବା, ଆସୀନ ହେବା, ବସିବା
ଅନ୍ୟ ଭାଷାରେ ଅନୁବାଦ :
शरीर का नीचेवाला आधा भाग किसी आधार पर टिकाकर या रखकर पट्ठों के बल स्थित होना।
मेहमान बैठकखाने में बैठे हैं।