ଅର୍ଥ : ନିଦରେ ବା ବେହୋସ ଅବସ୍ଥାରେ କହିବାର ପ୍ରକ୍ରିୟା
							ଉଦାହରଣ : 
							ଅପାର ବିଳିବିଳେଇବା ଶୁଣି ମୁଁ ଡରିଗଲି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଦ ବା ଅଚେତରେ କଥାବାର୍ତ୍ତା କରିବା
							ଉଦାହରଣ : 
							ସୁମନର ଜେଜେମା ରାତିରେ ଶୋଇଲାବେଳେ ବିଳିବିଳାନ୍ତି
							
ସମକକ୍ଷ : ବାଉଳିଚାଉଳିହେବା, ବିଳିବିଳିହେବା
ଅନ୍ୟ ଭାଷାରେ ଅନୁବାଦ :