ଅର୍ଥ : କାହାରିକୁ ଶୋଇବାପାଇଁ ବିଛଣା ଯୋଗାଇଦେବା
							ଉଦାହରଣ : 
							ଗାଆଁଲୋକେ ସାଧୁଙ୍କୁ ରାତିରେ ରହିବାପାଇଁ ବିଛଣା ଯୋଗାଇଦେଲେ
							
ସମକକ୍ଷ : ବିଛଣା ଯୋଗାଇଦେବା
ଅନ୍ୟ ଭାଷାରେ ଅନୁବାଦ :
* किसी को सोने आदि के लिए बिस्तर उपलब्ध करना।
गाँववालों ने साधु को रात गुजारने के लिए बिस्तर दिया।