ଅର୍ଥ : ବିସ୍ମିତ ହୋଇ ଚାରିଆଡ଼କୁ ଦେଖିବା
							ଉଦାହରଣ : 
							ମୀନାକ୍ଷୀର ଦୋଷାରୋପ ଶୁଣି ମାଧୁରୀ ଆଶ୍ଚର୍ଯ୍ୟାନ୍ୱିତ ହେଲା
							
ସମକକ୍ଷ : ଆଶ୍ଚର୍ଯ୍ୟାନ୍ୱିତ ହେବା, ଚକିତ ହେବା
ଅନ୍ୟ ଭାଷାରେ ଅନୁବାଦ :
विस्मित होकर चारों ओर देखना।
मीनाक्षी का आरोप सुनकर माधुरी सकपका गई।