ଅର୍ଥ : ଏକ ଛୋଟ ବର୍ଷାକାଳୀନ ଉଭୟଚର ପ୍ରାଣୀ ଯେ ପ୍ରାୟତଃ ବର୍ଷାଋତୁରେ ପୋଖରୀ, କୁଅଆଦିରେ ଦେଖାଯାଏ
							ଉଦାହରଣ : 
							ବର୍ଷା ଦିନରେ ବେଙ୍ଗ ଜାଗାଜାଗାରେ ଡେଇଁବା ଦେଖାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
Any of various tailless stout-bodied amphibians with long hind limbs for leaping. Semiaquatic and terrestrial species.
anuran, batrachian, frog, salientian, toad, toad frog