ଅର୍ଥ : ପାଚିଥିବା ଫସଲର ଶସ୍ୟର କାଣ୍ଡରୁ ଦାନାକୁ ଅଲଗା କରିବାପାଇଁ ବଳଦ ମଡ଼ାଇବା
							ଉଦାହରଣ : 
							କୃଷକଟି ଖଳାରେ ଧାନଫସଲକୁ ବେଙ୍ଗଳା ପକାଉଛି
							
ସମକକ୍ଷ : ପତୁଳି ପକାଇବା, ବେଙ୍ଗଳା ପକାଇବା, ବେଙ୍ଗୁଳିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବେଙ୍ଗଳାକାମ ଅନ୍ୟ କାହାଦ୍ୱାରା କରାଇବା
							ଉଦାହରଣ : 
							ଅମଳ କରିବା ସମୟରେ ଶସ୍ୟକୁ ବଳଦଙ୍କଦ୍ୱାରା ବେଙ୍ଗଳା ପକାନ୍ତି
							
ସମକକ୍ଷ : ବେଙ୍ଗଳା ପକାଇବା
ଅନ୍ୟ ଭାଷାରେ ଅନୁବାଦ :