ଅର୍ଥ : ଚାକରକୁ ମିଳୁଥିବା ଦରମା
							ଉଦାହରଣ : 
							ଶ୍ୟାମକୁ ମାସିକ ଦୁଇ ହଜାର ଟଙ୍କା ବେତନ ମିଳୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାମ କରିବା ବଦଳରେ ଏକ ନିର୍ଦ୍ଦିଷ୍ଟ ଅବଧିରେ ଦିଆଯାଉଥିବା ଧନ
							ଉଦାହରଣ : 
							ସେ ବହୁତ କମ ଦରମାରେ କାମ କରୁଛି
							
ଅନ୍ୟ ଭାଷାରେ ଅନୁବାଦ :
Something that remunerates.
Wages were paid by check.