ଅର୍ଥ : ବେଦଖଲ ହେବା
							ଉଦାହରଣ : 
							ଖଜଣା ଦେଇନଥିବା ଚାଷିମାନଙ୍କୁ ବେଦଖଲ କରିବାର ନିର୍ଦେଶ ଜାରି କରାଯାଇଛି
							
ସମକକ୍ଷ : ଦଖଲହୀନ
ଅନ୍ୟ ଭାଷାରେ ଅନୁବାଦ :
The expulsion of someone (such as a tenant) from the possession of land by process of law.
dispossession, eviction, legal ousterଅର୍ଥ : ଯାହାର ଦଖଲ, କବ୍ଜା ବା ଅଧିକାର ହଟାଇ ଦିଆଯାଇଛି
							ଉଦାହରଣ : 
							ଜମିଦାର କୃଷକକୁ ତାହାର ଜମିରୁ ବେଦଖଲ କରିଦେଲେ
							
ସମକକ୍ଷ : ଅଧିକାରଚ୍ୟୁତ, ଦଖଲହୀନ, ସତ୍ୱଲୋପ
ଅନ୍ୟ ଭାଷାରେ ଅନୁବାଦ :
जिसका दखल, कब्जा या अधिकार हटा दिया गया हो।
जमींदार ने किसान को उसकी जमीन से बेदखल कर दिया।