ଅର୍ଥ : ଯାହା ନିୟମିତ ରୂପେ ହୁଏନାହିଁ
							ଉଦାହରଣ : 
							ମୁଁ ବେଳେବେଳେ ବଜାରକୁ ଯାଏ
							
ସମକକ୍ଷ : କେବେକେବେ
ଅନ୍ୟ ଭାଷାରେ ଅନୁବାଦ :
जो नियमित रूप से न हो।
मैं कभी-कभी बाजार जाता हूँ।ଅର୍ଥ : ଅନ୍ତରାଳରେ
							ଉଦାହରଣ : 
							ମାଳୀ ମଝିରେମଝିରେ ଗଛଗୁଡ଼ିକରେ ପାଣି ଦିଏ
							
ସମକକ୍ଷ : ମଝିରେମଝିରେ, ସମୟ ବ୍ୟବଧାନରେ, ସମୟେ ସମୟେ
ଅନ୍ୟ ଭାଷାରେ ଅନୁବାଦ :
अंतराल में।
माली समय-समय पर पौधों में पानी डालता है।