ଅର୍ଥ : ଶରୀରର କୌଣସିଠାରେ ବିଷ ଏକତ୍ର ହୋଇ ଉତ୍ପନ୍ନ ହେଉଥିବା ଯେଉଁ ଫୁଲାରେ ରକ୍ତ ପଚି ପୂଜ ହୋଇଯାଏ
							ଉଦାହରଣ : 
							ସେ ପ୍ରତିଦିନ ବ୍ରଣ ଉପରେ ପଟି ଲଗାଏ
							
ସମକକ୍ଷ : ବଥ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭାତୁଡି ଭଳି ତ୍ବଚା ଉପରେ ହେଉଥିବା ବ୍ରଣ
							ଉଦାହରଣ : 
							ମୋ ବ୍ରଣ ବହୁତ କୁଣ୍ଡାଇ ହେଉଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆଖି ପଲକ ଧାରରେ ହେଉଥିବା ଛୋଟବ୍ରଣ
							ଉଦାହରଣ : 
							ବ୍ରଣ ହେବା କାରଣରୁ ତା ଆଖିରେ ଦରଜ ହେଉଛି
							
ଅନ୍ୟ ଭାଷାରେ ଅନୁବାଦ :