ଅର୍ଥ : ଏକ ପୌରାଣିକ ନଦୀ
							ଉଦାହରଣ : 
							ବ୍ରାହ୍ମଣୀଙ୍କ ବର୍ଣ୍ଣନା ମହାଭାରତରେ ମିଳେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବ୍ରାହ୍ମଣ ଜାତିର ସ୍ତ୍ରୀ
							ଉଦାହରଣ : 
							ସୀତା ଜଣେ ବ୍ରାହ୍ମଣୀ
							
ସମକକ୍ଷ : ବାହ୍ମୁଣିଆଣୀ, ବାହ୍ମୁଣୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ଭାରତୀୟ ନଦୀ
							ଉଦାହରଣ : 
							ବ୍ରାହ୍ମଣୀ ନଦୀ ଓଡ଼ିଶା, ବିହାର ଆଦି ରାଜ୍ୟରେ ପ୍ରବାହିତ ହେଉଛି
							
ସମକକ୍ଷ : ବ୍ରାହ୍ମଣୀ ନଦୀ
ଅନ୍ୟ ଭାଷାରେ ଅନୁବାଦ :
एक भारतीय नदी।
ब्राह्मणी उड़ीसा, बिहार आदि में बहती है।ଅର୍ଥ : ବ୍ରାହ୍ମଣର ସ୍ତ୍ରୀ
							ଉଦାହରଣ : 
							ବ୍ରାହ୍ମଣ ସହିତ  ବ୍ରାହ୍ମଣୀ ମନ୍ଦିରରେ ପୂଜା କରୁଛି
							
ସମକକ୍ଷ : ବାହ୍ମୁଣିଆଣୀ, ବାହ୍ମୁଣୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାର ଚିଲ
							ଉଦାହରଣ : 
							ବ୍ରାହ୍ମଣୀ ଚିଲ ଭାରତୀୟ ଜଙ୍ଗଲରେ ଦେଖିବାକୁ ମିଳେ
							
ସମକକ୍ଷ : ବ୍ରାହ୍ମଣୀ ଚିଲ
ଅନ୍ୟ ଭାଷାରେ ଅନୁବାଦ :
एक प्रकार की चील।
ब्राह्मणी चील भारतीय जंगलों में पाई जाती है।