ଅର୍ଥ : କୌଣସି ସହରର ସଡକ ଘେରା ଯେଉଁ ଆୟତାକାର କ୍ଷେତ୍ରରେ ସାଧାରଣ ଢଙ୍ଗରେ କେତେ କୋଠା ତିଆରି ହୋଇଥାଏ
							ଉଦାହରଣ : 
							ସେ ସାକେତର ଜି ବ୍ଲକରେ ରହୁଛି
							
ଅନ୍ୟ ଭାଷାରେ ଅନୁବାଦ :
A rectangular area in a city surrounded by streets and usually containing several buildings.
He lives in the next block.ଅର୍ଥ : ପ୍ରଶାସନର ସୁବିଧା ପାଇଁ ତହସିଲକୁ କରାଯାଇଥିବା ବିଭାଗ
							ଉଦାହରଣ : 
							ଏହି ତହସିଲରେ ପାଞ୍ଚଟି ବ୍ଲକ ଅଛି
							
ଅନ୍ୟ ଭାଷାରେ ଅନୁବାଦ :