ଅର୍ଥ : ବ୍ୟଭିଚାର କରୁଥିବା ବ୍ୟକ୍ତି
							ଉଦାହରଣ : 
							ବ୍ୟଭିଚାରୀକୁ ସମାଜ ହେୟ ଦୃଷ୍ଟିରେ ଦେଖେ
							
ସମକକ୍ଷ : ଦୁଶ୍ଚରିତ୍ର ବ୍ୟକ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭ୍ରଷ୍ଟାଚାର ଯୋଗ୍ୟ
							ଉଦାହରଣ : 
							ଡକାୟତ ଭ୍ରଷ୍ଟାଚାରୀ ପୋଲିସ ଅଧିକାରୀଙ୍କୁ ବହୁତ ଧନ ଦେବାପାଇଁ ଲାଳସା ଦେଖାଉଥିଲା
							
ସମକକ୍ଷ : ଭ୍ରଷ୍ଟାଚାରୀ
ଅନ୍ୟ ଭାଷାରେ ଅନୁବାଦ :
Capable of being corrupted.
Corruptible judges.ଅର୍ଥ : ଯେ ବ୍ୟଭିଚାର କରେ
							ଉଦାହରଣ : 
							ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ
							
ସମକକ୍ଷ : କାମୁକ, ଚରିତ୍ରହୀନ, ଦୁଶ୍ଚରିତ୍ର
ଅନ୍ୟ ଭାଷାରେ ଅନୁବାଦ :
Not faithful to a spouse or lover.
Adulterous husbands and wives.