ଅର୍ଥ : କୌଣସି ପଦାର୍ଥର ଅଭାବରେ ଦୁଃଖ ସହିବା
							ଉଦାହରଣ : 
							ଏହି ଅଞ୍ଚଳରେ ଅଧିକାଂଶ ଜନତା ମୌଳିକ ଆବଶ୍ୟକତା ପାଇଁ ବିକଳ ହେଉଛନ୍ତି
							
ସମକକ୍ଷ : ବିକଳ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଶାନ୍ତ ହେବା
							ଉଦାହରଣ : 
							ଔଷଧ ଖାଇବା ପରେ ହୃଦୟ ବ୍ୟାକୁଳ ହେଉଛି
							
ସମକକ୍ଷ : ଅଶାନ୍ତ ହେବା
ଅନ୍ୟ ଭାଷାରେ ଅନୁବାଦ :
अशांत होना।
दवाई खाने के बाद से जी घबरा रहा है।