ଅର୍ଥ : ବେଦଗୁଡ଼ିକର ସଂଗ୍ରହ ଏବଂ ସମ୍ପାଦନା କରିଥିବା ଜଣେ ବଡ଼ ଏବଂ ଶ୍ରେଷ୍ଠଋଷି
							ଉଦାହରଣ : 
							ବେଦବ୍ୟାସ ମହାଭାରତକୁ ଲେଖନୀବଦ୍ଧ କରିବାପାଇଁ ଭଗବାନ ଗଣେଶଙ୍କୁ ଆମନ୍ତ୍ରିତ କରିଥିଲେ
							
ସମକକ୍ଷ : କୃଷ୍ଣ ଦୌପାୟନ, ବାଦରାୟଣ, ବେଦବ୍ୟାସ, ବ୍ୟାସ
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sage