ଅର୍ଥ : ଗର୍ବରେ ବହୁତ ବଢ଼ିକରି କୁହାଯାଉଥିବା କଥା
							ଉଦାହରଣ : 
							ସେ ଦିନସାରା ନିଜର ବଡ଼ାଇ  ଗପୁଥାଏ
							
ସମକକ୍ଷ : ଅହଂକାର, ଅହଙ୍କାର କଥା, ଆତ୍ମଶ୍ଳାଘା, ଗର୍ବ, ବଡ଼ାଇ, ବଡ଼ିମା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଜ ସପକ୍ଷରେ ବଢ଼େଇତଢ଼େଇ କହିବା ପ୍ରକ୍ରିୟା
							ଉଦାହରଣ : 
							ଅହଂବାଦରୁ ଦୂରେଇ ରୁହ
							
ଅନ୍ୟ ଭାଷାରେ ଅନୁବାଦ :
स्वयं के बारे में बढ़ा-चढ़ाकर बोलने की क्रिया।
डींग मारने से बचें।