ଅର୍ଥ : ବାଣର ଫଳକ ଭାଙ୍ଗି ଯାଇ ଯେଉଁ ଅଂଶ ଶରୀର ଭିତରେ ରହିଗଲା
						 
						 
					
							ଉଦାହରଣ : 
							ପଶୁଡାକ୍ତର ଅସ୍ତ୍ରୋପଚାର କରି ହରିଣ ପେଟରୁ ଭଙ୍ଗାତୀର  ବାହାର କଲେ
							
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												बाण का फल जो टूटकर शरीर के भीतर ही रह गया हो।
												पशु-चिकित्सक ने शल्यक्रिया द्वारा हिरण के पेट से नटसाल को निकाला।
														
													नटसाल