ଅର୍ଥ : କୌଣସି ନିଶ୍ଚିତ ସୀମା, ସ୍ଥାନ ଆଦି ଭିତରକୁ ପଶାଇବା
							ଉଦାହରଣ : 
							ସେ ଜବରଦସ୍ତି ଦୁଇଜଣ ଲୋକଙ୍କୁ ସିନେମା ଘରେ ଭର୍ତ୍ତି କରାଇଦେଲା
							
ସମକକ୍ଷ : ପ୍ରବେଶ କରାଇବା
ଅନ୍ୟ ଭାଷାରେ ଅନୁବାଦ :
किसी निश्चित सीमा, स्थान आदि के भीतर करना।
उसने जबरदस्ती दो लोगों को सिनेमा-घर में घुसा दिया।