ଅର୍ଥ : ବୌଦ୍ଧ ଧର୍ମ ଅନୁସାରୀ ସାଧୁ
							ଉଦାହରଣ : 
							କୁଶୀନଗରରେ ଅନେକ ବୌଦ୍ଧ ଭିକ୍ଷୁ ବୁଲୁଥିବାର ଦେଖିବାକୁ ମିଳେ
							
ସମକକ୍ଷ : ବୌଦ୍ଧ ଭିକ୍ଷୁ, ବୌଦ୍ଧ ସାଧୁ, ଶ୍ରମଣ
ଅନ୍ୟ ଭାଷାରେ ଅନୁବାଦ :
वह साधु जो बौद्ध धर्म का अनुयायी हो।
कुशीनगर में अनेकों बौद्ध भिक्षु घूमते हुए देखे जा सकते हैं।ଅର୍ଥ : ଭିକାରି ଭଳି
							ଉଦାହରଣ : 
							କଥାକଥାରେ ଝଗଡ଼ାକରୁଥିବା ମହେଶ ଆଜି ଭିକ୍ଷୁ ଜୀବନ ନିର୍ବାହ କରୁଛି
							
ଅନ୍ୟ ଭାଷାରେ ଅନୁବାଦ :