ଅର୍ଥ : ଯେଉଁ ଭୂ-ବିଜ୍ଞାନରେ ଭୌତିକ ସିଦ୍ଧାନ୍ତକୁ ପ୍ରୟୋଗ କରି ପୃଥିବୀର ଗୁଣ, ଧର୍ମ ଆଦି ବିଷୟ ଅଧ୍ୟୟନ କରାଯାଏ
							ଉଦାହରଣ : 
							ତାଙ୍କପାଇଁ ଭୂ_ଭୌତିକ ବିଜ୍ଞାନ ଅତି ରୁଚିକର ବିଷୟ
							
ଅନ୍ୟ ଭାଷାରେ ଅନୁବାଦ :
Geology that uses physical principles to study properties of the earth.
geophysical science, geophysics