ଅର୍ଥ : ଯାହା ଭୂତପ୍ରେତଆଦି ସହିତ ସମ୍ବନ୍ଧିତ ହୋଇଥାଏ
							ଉଦାହରଣ : 
							ପିଲାମାନେ ଭୂତଭରା ଗପ ଶୁଣି ଡରିଗଲେ  ଗାଁ ଲୋକେ ଗାଁଠୁ ଦୂରରେ ଅବସ୍ଥିତ ପୁରୁଣା ଗଡ଼କୁ ଭୂତକୋଠି ଘୋଷଣା କରିଦେଲେ
							
ସମକକ୍ଷ : ଭୂତଭରା
ଅନ୍ୟ ଭାଷାରେ ଅନୁବାଦ :
Resembling or characteristic of a phantom.
A ghostly face at the window.