ଅର୍ଥ : ଯେ ନିଜ ଅଧିନରେ ନାହିଁ
							ଉଦାହରଣ : 
							ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି
							
ସମକକ୍ଷ : ଉନ୍ମତ୍ତ, ପାଗଳ, ମଦାନ୍ଧ
ଅନ୍ୟ ଭାଷାରେ ଅନୁବାଦ :
Marked by uncontrolled excitement or emotion.
A crowd of delirious baseball fans.ଅର୍ଥ : ଯିଏ ଭ୍ରମରେ ପଡ଼ିଛି ବା ଯାହାର ଭ୍ରମ ହୋଇଛି
							ଉଦାହରଣ : 
							ସେ ଭ୍ରମିତ ବ୍ୟକ୍ତିଙ୍କୁ ବାଟ ଦେଖାଉଛନ୍ତିଭ୍ରାନ୍ତ ମନୁଷ୍ୟ କୌଣସି ଠୋସ ନିର୍ଣ୍ଣୟ ନେଇପାରେ ନାହିଁ
							
ସମକକ୍ଷ : ଭ୍ରମିତ
ଅନ୍ୟ ଭାଷାରେ ଅନୁବାଦ :