ଅର୍ଥ : ବିପତ୍ତି ବା ଅନିଷ୍ଟ ଆଶଙ୍କାରେ ମନରେ ଉତ୍ପନ୍ନ ହେଉଥିବା ବିକାର ବା ଭାବ
							ଉଦାହରଣ : 
							ଗୁଜୁରାଟର ସାମ୍ପ୍ରଦାୟିକ ଦଙ୍ଗା ଲୋକଙ୍କ ମନରେ ଭୟ ସଂଚାର କଲା
							
ଅନ୍ୟ ଭାଷାରେ ଅନୁବାଦ :
An emotion experienced in anticipation of some specific pain or danger (usually accompanied by a desire to flee or fight).
fear, fearfulness, frightଅର୍ଥ : ଯାହାଦ୍ୱାରା ଆତଙ୍କ ବା ଭୟ ସୃଷ୍ଟି ହୁଏ
							ଉଦାହରଣ : 
							ଆମେ ସହରରେ ବ୍ୟାପିଥିବା ଆତଙ୍କଠାରୁ ଦୂରରେ ରହିବାକୁ ହେବ
							
ସମକକ୍ଷ : ଆତଙ୍କ
ଅନ୍ୟ ଭାଷାରେ ଅନୁବାଦ :
जिससे दहशत पैदा हो या जिससे डर लगे।
हमें शहर में फैले हुए दहशत-अंगेज़ों से बच कर रहना होगा।ଅର୍ଥ : ଅନିଷ୍ଟ ସମ୍ଭାବନାରୁ ମନରେ ହେଉଥିବା କଳ୍ପନା
							ଉଦାହରଣ : 
							କୌଣସି ଦୁର୍ଘଟଣା ହେବ ବୋଲି ତାଙ୍କର ଆଶଙ୍କା ଥିଲା
							
ସମକକ୍ଷ : ଆଶଙ୍କା, ଡର, ଶଙ୍କା, ସଂଶୟ
ଅନ୍ୟ ଭାଷାରେ ଅନୁବାଦ :
Fearful expectation or anticipation.
The student looked around the examination room with apprehension.ଅର୍ଥ : ସଙ୍କଟର ଉଦେଶ୍ୟ ବା କାରଣ
							ଉଦାହରଣ : 
							ଜାପାନରେ ଭୂକମ୍ପ ଗୋଟିଏ ସବୁଦିନିଆ ଭୟ  କାଶ୍ମୀରୀରେ ଆତଙ୍କବାଦ ଗୋଟିଏ ନିତିଦିନିଆ ଭୟ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦ୍ରୋଣାଚାର୍ଜ୍ୟଙ୍କର ଜଣେ ପୁତ୍ର
							ଉଦାହରଣ : 
							ଅଭିମତିଙ୍କ ଗର୍ଭରୁ ଭୟ ଜନ୍ମ ନେଇଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ବହୁତ କଠୋର ବ୍ୟବହାର, ଅତ୍ୟାଚାର, ପ୍ରକୋପଆଦି କାରଣରୁ ଲୋକଙ୍କ ମନରେ ଉତ୍ପନ୍ନ ହେଉଥିବା ଭୟ
							ଉଦାହରଣ : 
							କାଶ୍ମୀରରେ ଉଗ୍ରବାଦୀମାନଙ୍କର ଆତଙ୍କ ବ୍ୟାପ୍ତ ହୋଇଛି
							
ସମକକ୍ଷ : ଆତଙ୍କ
ଅନ୍ୟ ଭାଷାରେ ଅନୁବାଦ :