ଅର୍ଥ : ଗଙ୍ଗାର ଏକ ଉପନଦୀ
							ଉଦାହରଣ : 
							ମନ୍ଦାକିନୀ ହିମାଳୟରୁ ବହାରିଥିବା ଏକ ଛୋଟ ନଦୀ
							
ସମକକ୍ଷ : ମନ୍ଦାକିନୀ
ଅନ୍ୟ ଭାଷାରେ ଅନୁବାଦ :
गंगा की एक सहायक नदी।
मंदाकिनी हिमालय से निकलने वाली एक छोटी नदी है।ଅର୍ଥ : ଗୋଟିଏ ବର୍ଣ୍ଣ ବୃତ୍ତ
							ଉଦାହରଣ : 
							ମନ୍ଦାକିନୀର ପ୍ରତ୍ୟେକ ଚରଣରେ ଦୁଇ ନଗଣ ଏବଂ ଦୁଇ ରଗଣ କ୍ରମରେ ରହିଥାଏ
							
ସମକକ୍ଷ : ମନ୍ଦାକିନୀ
ଅନ୍ୟ ଭାଷାରେ ଅନୁବାଦ :