ଅର୍ଥ : ଉତ୍ତେଜିତକରିବା ବା ଉତ୍ତେଜନା କରିବାର ପ୍ରକ୍ରିୟା ବା ଭାବ
							ଉଦାହରଣ : 
							ମୋହନ ରାମର ପ୍ରରୋଚନାରେ ସୋହନ ସହିତ କଳି ଆରମ୍ଭ କରିଦେଲା
							
ସମକକ୍ଷ : ପ୍ରବର୍ତ୍ତନା, ପ୍ରରୋଚନା, ମତାଣ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରିକୁ ଉତ୍ତେଜିତ କରିବା
							ଉଦାହରଣ : 
							ରାମୁ ଘନଶ୍ୟାମଦ୍ୱାରା ମୋତେ ଉସ୍କେଇଲା ଆଉ ମୁଁ ମନୋହର ସହିତ ଝଗଡ଼ାକଲି
							
ସମକକ୍ଷ : ଉତ୍ସାହିତ କରିବା, ଉସ୍କେଇବା, ପ୍ରବର୍ତ୍ତାଇବା, ପ୍ରବର୍ତ୍ତେଇବା, ମତାଇବା
ଅନ୍ୟ ଭାଷାରେ ଅନୁବାଦ :