ଅର୍ଥ : ମୁଣ୍ଡରେ ପିନ୍ଧା ଯାଉଥିବା ରତ୍ନ
							ଉଦାହରଣ : 
							ତାଙ୍କ ମଥାରେ ମଥାମଣି ଶୋଭା ପାଉଥିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମୁଣ୍ଡରେ ପିନ୍ଧା ଯାଉଥିବା ଏକ ଗହଣା
							ଉଦାହରଣ : 
							ତାହାର ମୁଣ୍ଡରେ ମୁଣ୍ଡଫୁଲ ସୁଶୋଭିତ ହେଉଥିଲା
							
ସମକକ୍ଷ : ମୁଣ୍ଡଫୁଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଗହଣା ସ୍ତ୍ରୀମାନେ ମୁଣ୍ଡରେ ପିନ୍ଧନ୍ତି
							ଉଦାହରଣ : 
							ଅଶୋକ ବାଟିକାରେ ସୀତା ନିଜ ମଥାରୁ ମଥାମଣି ଓହ୍ଲାଇ ହନୁମାନଙ୍କୁ ଦେଇଥିଲା
							
ଅନ୍ୟ ଭାଷାରେ ଅନୁବାଦ :