ଅର୍ଥ : ଏକ ପ୍ରକାର କନ୍ଦ
							ଉଦାହରଣ : 
							ମହାମେଦା ଦେଖିବାକୁ ଅଦାଭଳି ହୋଇଥାଏ
							
ସମକକ୍ଷ : ଦିବ୍ୟା, ପାଂଶୁରାଗିଣୀ, ମହାମେଦା
ଅନ୍ୟ ଭାଷାରେ ଅନୁବାଦ :
एक प्रकार का कंद।
महामेदा देखने में अदरक के समान होती है।ଅର୍ଥ : ଯେଉଁ ବୁଦାଳିଆ ଗଛର କନ୍ଦ ଅଦା ଭଳି ହୋଇଥାଏ
							ଉଦାହରଣ : 
							ମହାମେଦାର କନ୍ଦ ଔଷଧ ରୂପରେ ମଧ୍ୟ ବ୍ୟବହାର  କରାଯାଏ
							
ସମକକ୍ଷ : ଦିବ୍ୟା, ପାଂଶୁରାଗିଣୀ, ମହାମେଦା
ଅନ୍ୟ ଭାଷାରେ ଅନୁବାଦ :
एक पौधा जिसका कंद अदरक के समान होता है।
महामेदा का कंद औषध के रूप में भी उपयोग होता है।