ଅର୍ଥ : ବଚ୍ଛା ହୋଇଥିବା
							ଉଦାହରଣ : 
							ମନୋନୀତ ସଦସ୍ୟମାନଙ୍କୁ ପୁରସ୍କାର ଦିଆଯିବ
							
ସମକକ୍ଷ : ଚୟିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାମ ବା ପଦପାଇଁ ଯାହାର ନାଁ ଲେଖା ଯାଇଛି
							ଉଦାହରଣ : 
							ଲକ୍ଷ୍ମୀ ଶେହଗଲ ରାଷ୍ଟ୍ରପତି ପଦ ପାଇଁ ମନୋନୀତ ସଦସ୍ୟା
							
ଅନ୍ୟ ଭାଷାରେ ଅନୁବାଦ :