ଅର୍ଥ : ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେଇଯାଏ
							ଉଦାହରଣ : 
							ମଣିଷର ସବୁ ଇଚ୍ଛା ପୁରେ ନାହିଁ  ତାର ଜ୍ଞାନ ପିପାସା ବଢ଼ି ବଢ଼ି ଯାଉଛି  ମୋର ଆଜି ଖାଇବାକୁ ମନ ନାହିଁ
							
ସମକକ୍ଷ : ଅଭିଳାଷ, ଆକାଂକ୍ଷା, ଆଶା, ଇଚ୍ଛା, ଓରମାନ, କାମନା, ପିପାସା, ମନ, ମନୋକାମନା, ମନୋବାଞ୍ଛା, ମନୋରଥ, ଳାଳସା
ଅନ୍ୟ ଭାଷାରେ ଅନୁବାଦ :
मन में दबी रहनेवाली तीव्र कामना या लालसा।
मनुष्य की प्रत्येक इच्छा पूरी नहीं होती।ଅର୍ଥ : ଅନୁଭବ ଓ ସ୍ମୃତିରେ ମନରେ ଉତ୍ପନ୍ନ ହେଉଥିବା କୌଣସି ଭାବ
							ଉଦାହରଣ : 
							ଆପଣା ଭାବନା ଅନୁରୂପରେ ହିଁ ଲୋକେ ବ୍ୟବହାର କରନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
The state of a person's emotions (especially with regard to pleasure or dejection).
His emotional state depended on her opinion.