ଅର୍ଥ : ତେଲ ଆଦିରେ ଶରୀର ବା ଶରୀରର କୌଣସି ଅଙ୍ଗକୁ ମାଲିସ୍ କରିବାର ପ୍ରକ୍ରିୟା ବା ଭାବ
							ଉଦାହରଣ : 
							ସେ ସପ୍ତାହରେ ଦୁଇଦିନ ସାରା ଶରୀରକୁ ମାଲିସ୍ କରେ
							
ସମକକ୍ଷ : ଅଙ୍ଗ ମର୍ଦନ, ମାଲିସ୍
ଅନ୍ୟ ଭାଷାରେ ଅନୁବାଦ :
Kneading and rubbing parts of the body to increase circulation and promote relaxation.
massage