ଅର୍ଥ : ନିଜର ମୋକଦମା ଲଢିବା ନିମନ୍ତେ ଓକିଲ ନିଯୁକ୍ତି କରିବା
							ଉଦାହରଣ : 
							କଚେରୀରେ ଓକିଲ ବାବୁ ନିଜର ମହକିଲକୁ ଅପେକ୍ଷା କରିଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
A person who seeks the advice of a lawyer.
clientଅର୍ଥ : ଯିଏ ନ୍ୟାୟାଳୟରେ କୌଣସି ତର୍କ ବା ପକ୍ଷ ଉପସ୍ଥିତ କରେ
							ଉଦାହରଣ : 
							ବାଦୀ ନିଜ ପକ୍ଷ ମଜଭୁତ କରିବାପାଇଁ ଅନେକ ପ୍ରମାଣ ଏକାଠି କଲେ
							
ସମକକ୍ଷ : ଅଭିଯୋଗକାରୀ, ବାଦୀ, ମକ୍କେଲ
ଅନ୍ୟ ଭାଷାରେ ଅନୁବାଦ :
वह जो न्यायालय में कोई तर्क या पक्ष उपस्थित करता है।
वादी ने अपना पक्ष मज़बूत करने के लिए कई सबूत इकट्ठे किए।