ଅର୍ଥ : ଲମ୍ବା ଚଞ୍ଚୁ ଏବଂ ଲମ୍ବା ବେକ ଥିବା ଏକ ଚିଲ ଜାତୀୟ ପକ୍ଷୀ
							ଉଦାହରଣ : 
							ମାଛରଙ୍କା ପାଣିକୂଳରେ ରହେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଜଳପକ୍ଷୀ ଶରୀରର ତଳ ଭାଗ ଧଳା
							ଉଦାହରଣ : 
							ମାଛରଙ୍କା ମାଛକୁ ଥଣ୍ଟରେ ଧରି ଉଡ଼ିଗଲା
							
ଅନ୍ୟ ଭାଷାରେ ଅନୁବାଦ :
एक प्रकार का जलपक्षी जिसके शरीर का निचला भाग सफेद होता है।
मछरंगा मछली को चोंच में दबाकर उड़ गया।