ଅର୍ଥ : ଯେ କୌଣସି ଗୁହା, ଘରଆଦିରେ ଲୁଚିକରି ଥାଏ ବା ବାହରକୁ ଆସେନାହିଁ
							ଉଦାହରଣ : 
							କେତେକ ଅପରାଧୀ ପୋଲିସ୍ଠାରୁ ବଞ୍ଚିବାପାଇଁ ମାଟିତଳ  ହୋଇଯାନ୍ତି
							
ସମକକ୍ଷ : ଅଣ୍ଡରଗ୍ରାଉଣ୍ଡ, ଭୂମିଗତ
ଅନ୍ୟ ଭାଷାରେ ଅନୁବାଦ :
Under the level of the ground.
Belowground storage areas.