ଅର୍ଥ : ଏକ ପ୍ରକାରର ବସନ୍ତ ରୋଗ
							ଉଦାହରଣ : 
							ମିଳିମିଳାରେ ରୋଗୀକୁ ନିମ ପତ୍ରରେ ଝାଡ଼ିଲେ ବହୁତ ଉପକାର ମିଳେ
							
ଅନ୍ୟ ଭାଷାରେ ଅନୁବାଦ :
एक प्रकार की चेचक।
दुलारी में रोगी को नीम के पत्ते से झाड़ना बहुत फायदेमंद होता है।ଅର୍ଥ : ଯେଉଁ ଜ୍ୱର ମିଳିମିଳା ବାହାରିବା ପୂର୍ବରୁ ଆସିଥାଏ
							ଉଦାହରଣ : 
							ବୈଦ୍ୟଙ୍କ ମତରେ ମୋହନକୁ  ମିଳିମିଳା ଜ୍ୱର ହୋଇଛି
							
ଅନ୍ୟ ଭାଷାରେ ଅନୁବାଦ :