ଅର୍ଥ : ପ୍ରଥମ ମିଳନରେ ହେଉଥିବା ପୂର୍ଣ୍ଣତା (ବିଶେଷକରି ପ୍ରମାଳାପ ବା କିଛି ଅନ୍ତରଙ୍ଗ କଥାବାର୍ତ୍ତା ନିମନ୍ତେ)
							ଉଦାହରଣ : 
							ଅଭିସାର ଶେଷରେ ଶ୍ୟାମ ଓ ଶ୍ୟାମା ନିଜନିଜର ଘରକୁ ଫେରିଗଲେ
							
ସମକକ୍ଷ : ଅଭିସାର
ଅନ୍ୟ ଭାଷାରେ ଅନୁବାଦ :
A meeting arranged in advance.
She asked how to avoid kissing at the end of a date.ଅର୍ଥ : କାହା ସହିତ ଦେଖା କରିବା ବା ଭେଟିବା
							ଉଦାହରଣ : 
							ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ
							
ସମକକ୍ଷ : ଦେଖାକରିବା, ଭେଟିବା, ସାକ୍ଷାତ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी से मिलना या भेंट करना।
उसने शहर में अपने संबंधियों से भेंट की।ଅର୍ଥ : କୌଣସି ବସ୍ତୁଆଦିରେ ଅନ୍ୟ ବସ୍ତୁର ମିଳନ ହେବା
							ଉଦାହରଣ : 
							ଏହି ନଦୀ ସମୁଦ୍ରରେ ମିଶିଛି
							
ସମକକ୍ଷ : ବିଲୀନ ହେବା, ସମାବିଷ୍ଟ ହେବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु आदि में दूसरी वस्तु आदि का समाना।
यह नदी समुद्र में समाविष्ट हो जाती है।ଅର୍ଥ : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
							ଉଦାହରଣ : 
							ସେ ଜଣେ  ଲୋକ ସଙ୍ଗେ ମିଶୁଛି  ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
							
ସମକକ୍ଷ : ଏକତ୍ର ହେବା, ଦେଖାହେବା, ଭେଟିବା, ସଂସର୍ଗରେ ରହିବା, ସଙ୍ଗୀହେବା, ସାକ୍ଷାତ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସିରା ବା ରସ ଆଦିରେ ପକାଇ ବା ଗୁଡ଼ାହୋଇଥିବା ବସ୍ତୁ ଆଦିରେ ସିରା ଆଦି ଭଲଭାବେ ଲାଗିବା ବା ମିଶିବା
							ଉଦାହରଣ : 
							ଜିଲାପି ଭଲଭାବେ ବୁଡ଼ିନାହିଁ
							
ସମକକ୍ଷ : ପିଇବା, ବୁଡ଼ିବା, ଲାଗିବା, ଶୋଷିବା
ଅନ୍ୟ ଭାଷାରେ ଅନୁବାଦ :
शीरे या रस आदि में डाली या लपेटी हुई वस्तु आदि में शीरे आदि का अच्छी तरह लग जाना या समा जाना।
जलेबी अच्छी तरह से नहीं पगी है।ଅର୍ଥ : ଗୋଟିଏ ଜିନିଷରେ ଅନ୍ୟ ଏକ ଜିନିଷ ମିଶି ଏକାଠି ହେବା
							ଉଦାହରଣ : 
							ଏଥିରେ ଅନେକ ପ୍ରକାରର ଖାଦ୍ୟଶସ୍ୟ ମିଶିଛି
							
ସମକକ୍ଷ : ଏକୀଭୂତହେବା, ମିଶ୍ରଣହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭେଟହେବା
							ଉଦାହରଣ : 
							ଆଜି ମୁଁ ଶର୍ମାଙ୍କ ଘରକୁ ଯାଇଥିଲି କିନ୍ତୁ ତାଙ୍କସହ ମିଶିପାରିଲି ନାହିଁ
							
ସମକକ୍ଷ : ଦେଖାହେବା, ସାକ୍ଷାତହେବା
ଅନ୍ୟ ଭାଷାରେ ଅନୁବାଦ :
भेंट होना या मुलाकात होना।
आज मैं शर्माजी के घर गया था पर वे नहीं मिले।ଅର୍ଥ : କୌଣସି ଦ୍ରବ୍ୟରେ ଅନ୍ୟ କିଛି ଜିନିଷ ମିଶିବା
							ଉଦାହରଣ : 
							ତେଲ ପାଣିରେ କେବେ ବି ମିଶେ ନାହିଁ
							
ସମକକ୍ଷ : ଏକ ହେବା, ଏକାଠି ହେବା, ମିଶ୍ରିତ ହେବା, ସମିଶ୍ରିତ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା
							ଉଦାହରଣ : 
							ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ
							
ସମକକ୍ଷ : ଏକତ୍ରିତ ହେବା, ଏକହେବା, ଏକାଠି ହେବା, ଭେଟିବା, ମିଳିବା, ସଂଘବଦ୍ଧ ହେବା
ଅନ୍ୟ ଭାଷାରେ ଅନୁବାଦ :
सार्वजनिक उद्देश्य या कार्य के लिए मिलना।
देश की उन्नति के लिए हम सभी मिलें।ଅର୍ଥ : ଯୋଡିବା ବା ମିଶାଇବା ବା ଏକସାଥିରେ ରହିବା
							ଉଦାହରଣ : 
							ଏଠରେ ଦୁଇଟି ସଡ଼କ ମିଶିଛନ୍ତିଯାତ୍ରୀମାନେ ପୁଣି ଉଡ଼ାଜାହାଜ ଘାଟିରେ ମିଶିଗଲେ
							
ଅନ୍ୟ ଭାଷାରେ ଅନୁବାଦ :
* जुड़ना या मिलना या एक साथ होना।
यहाँ दो सड़कें मिलती हैं।