ଅର୍ଥ : ଶୁଦ୍ଧହୋଇନଥିବା ସୁନା ବରଂ ଯେଉଁଥିରେ ମଧ୍ୟ କିଛି ମିଶାହୋଇଥାଏ
							ଉଦାହରଣ : 
							ସୁନାରୀ ଖାଦ ସୁନାର ଗହଣା ତିଆରିକଲା
							
ସମକକ୍ଷ : ଅଶୁଦ୍ଧ ସୁନା, ଖାଦ ସୁନା
ଅନ୍ୟ ଭାଷାରେ ଅନୁବାଦ :
वह स्वर्ण जो शुद्ध न हो अपितु उसमें कुछ मिला हुआ हो।
सोनार ने अशुद्ध सोने का गहना बनाया।