ଅର୍ଥ : ଯିଏ ଯନ୍ତ୍ର ଆଦିର ମରାମତି କରେ
							ଉଦାହରଣ : 
							କାରୀଗର କାର ମରାମତି କରୁଛି
							
ସମକକ୍ଷ : କାରୀଗର, ଯନ୍ତ୍ରବିଦ୍
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଘର ବା କାଠ, ଧାତୁଆଦିର ଆସବାବ ପତ୍ର ତିଆରି କରୁଥିବା ବ୍ୟକ୍ତି
							ଉଦାହରଣ : 
							ଏହି ମୂର୍ତ୍ତି ଭଲ କାରିଗରଦ୍ୱାରା ତିଆରି କରାଯାଇଛି
							
ସମକକ୍ଷ : କାରିଗର
ଅନ୍ୟ ଭାଷାରେ ଅନୁବାଦ :