ଅର୍ଥ : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
							ଉଦାହରଣ : 
							ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧରିବାର କାର୍ଯ୍ୟ
							ଉଦାହରଣ : 
							ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା
							
ଅନ୍ୟ ଭାଷାରେ ଅନୁବାଦ :