ଅର୍ଥ : ମାଟି-ପଥରର କିଛି ବାହାରି ପଡ଼ିଥିବା ଭୂଭାଗ
							ଉଦାହରଣ : 
							ସେ ମୁଣ୍ଡିଆ ଉପରେ ଠିଆ ହୋଇ ମୋତେ ଡାକ ପକାଉଥିଲା
							
ଅନ୍ୟ ଭାଷାରେ ଅନୁବାଦ :
(usually plural) a rolling treeless highland with little soil.
downଅର୍ଥ : ଛୋଟମୋଟ ପାହାଡ଼
							ଉଦାହରଣ : 
							ଆମେମାନେ ମନ୍ଦିର ନିକଟରେ ଥିବା ମୁଣ୍ଡିଆରେ ଚଢ଼ିଲୁ
							
ଅନ୍ୟ ଭାଷାରେ ଅନୁବାଦ :
The summit of a mountain.
mountain peak