ଅର୍ଥ : କାହାରିକୁ ମୁତିବାପାଇଁ ପ୍ରବୃତ୍ତ କରିବା
							ଉଦାହରଣ : 
							ମାଆ ସୁ ସୁ କହି ଶିଶୁକୁ ମୁତାଉଛନ୍ତି
							
ସମକକ୍ଷ : ପରିସ୍ରା କରାଇବା, ପ୍ରସ୍ରାବ କରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରିକୁ ପରିସ୍ରା କରିବା ନିମନ୍ତେ ପ୍ରବୃତ୍ତ କରାଇବା
							ଉଦାହରଣ : 
							ମାଆ ଛୋଟ ପିଲାକୁ ମୁତାଉଛନ୍ତି
							
ସମକକ୍ଷ : ପରିସ୍ରା କରାଇବା
ଅନ୍ୟ ଭାଷାରେ ଅନୁବାଦ :