ଅର୍ଥ : ଆଙ୍ଗୁଳିରେ ପିନ୍ଧାଯାଉଥିବା ଏକ ପ୍ରକାର ଆଭୂଷଣ
							ଉଦାହରଣ : 
							ଶ୍ୟାମ ଡାହାଣ ହାତର ପାଞ୍ଚଟି ଯାକ ଆଙ୍ଗୁଳିରେ ମୁଦି ପିନ୍ଧିଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ପ୍ରକାରର ଗୋଲ ସାଧାମୁଦି
							ଉଦାହରଣ : 
							ଶ୍ୟାମା କାଣୀଆଙ୍ଗୁଠିରେ ରୂପାର ମୁଦି ପିନ୍ଧିଛି
							
ଅନ୍ୟ ଭାଷାରେ ଅନୁବାଦ :