ଅର୍ଥ : ମୁକ୍ତି ବା ମୋକ୍ଷ ପାଇବାକୁ ଇଚ୍ଛୁକ
							ଉଦାହରଣ : 
							ମୁମୁକ୍ଷୁ ମହାତ୍ମା ତପସ୍ୟାରେ ମଗ୍ନ ଅଛନ୍ତି
							
ସମକକ୍ଷ : "ମୁମୁକ୍ଷୁ, ପରମାର୍ଥୀ, ମୁକ୍ତିକାମୀ, ମୋକ୍ଷେଚ୍ଛୁ
ଅନ୍ୟ ଭାଷାରେ ଅନୁବାଦ :
मुक्ति या मोक्ष पाने का इच्छुक।
मुमुक्षु महात्मा तपस्या में लीन हैं।