ଅର୍ଥ : ଯାହା ରକ୍ତ ବର୍ଣ୍ଣର
							ଉଦାହରଣ : 
							ରାମ ହାତରେ ନାଲି ରୁମାଲ ଥିଲା
							
ସମକକ୍ଷ : ଅରୁଣ, ଅରୁଣାଭ, ରକ୍ତବର୍ଣ୍ଣ, ଲାଲ, ଲୋହିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲାଲ କରାଯାଇଥିବା
							ଉଦାହରଣ : 
							ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି
							
ସମକକ୍ଷ : ଅରୁଣିତ, ରକ୍ତିମ, ଲାଲବର୍ଣ୍ଣଯୁକ୍ତ, ଲୋହିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲହୁ ବା ରକ୍ତ ରଙ୍ଗର
							ଉଦାହରଣ : 
							ସକାଳର ସୂର୍ଯ୍ୟ ଲୋହିତ ରଙ୍ଗର ହୋଇଥାଏ  ପ୍ରାତଃକାଳୀନ ରକ୍ତିମ ସୂର୍ଯ୍ୟଙ୍କ ଛିଟା ହିଁ ଅତୁଳନୀୟ
							
ସମକକ୍ଷ : ରକ୍ତବର୍ଣ୍ଣ, ରକ୍ତିମ, ଲୋହିତ
ଅନ୍ୟ ଭାଷାରେ ଅନୁବାଦ :