ଅର୍ଥ : ଲାଲ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ସୂର୍ଯୋଦୟ ତଥା ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଙ୍କ ଲାଲିମା ଦେଖିଲେ ହିଁ ଜଣାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାରର ପ୍ରକାଶ
							ଉଦାହରଣ : 
							ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
							
ସମକକ୍ଷ : ଆଭା, ଉଜ୍ଜଳତା, କାନ୍ତି, ଚମକ, ଜ୍ୟୋତି, ତେଜ, ଦୀପ୍ତି, ଦ୍ୟୁତି, ପ୍ରଭା, ଭାସ
ଅନ୍ୟ ଭାଷାରେ ଅନୁବାଦ :
एक तरह का प्रकाश।
उसके चेहरे की चमक स्पष्ट झलक रही थी।